Duration 15:7

ଦଶମିକ ସଂଖ୍ୟାକୁ ପୂର୍ଣ୍ଣସଂଖ୍ୟା ଦ୍ବାରା ଭାଗକ୍ରିୟା Class 7 Maths Chapter 2 Exercise 2.5 Question 1 Answer

62 watched
0
2
Published 8 Oct 2020

ଦଶମିକ ସଂଖ୍ୟାକୁ ପୂର୍ଣ୍ଣସଂଖ୍ୟା ଦ୍ବାରା ଭାଗକ୍ରିୟା । Class 7 Maths Chapter 2 Exercise 2.5 Question 1 Answers | ଦଶମିକ ସଂଖ୍ୟାରେ ଭାଗକ୍ରିୟା | ଅଭ୍ୟାସ କାର୍ଯ୍ୟ -୨.୫ | By Bikash Mahapatra Hello Brothers and Sisters, Welcome to our YouTube channel "Bikash Mahapatra". About this video- ପ୍ରିୟ ଭାଇ ଓ ଭଉଣୀମାନେ , ଏହି ଭିଡିଓରେ ଦଶମିକ ସଂଖ୍ୟାକୁ ପୂର୍ଣ୍ଣସଂଖ୍ୟା ଦ୍ବାରା ଭାଗକ୍ରିୟା କରିବା ଅତି ସରଳତା ସହ ଆଲୋଚନା କରାଯାଇଛି। ଏହା ସହିତ ଏହି Description ରେ "ତୁମପାଇଁ କାମ " ଦିଆଯାଇଛି ଯାହାର ଉତ୍ତରଗୁଡିକୁ ତୁମମାନଙ୍କୁ କଂମେଣ୍ଟ ବକ୍ସ ରେ ଦେବାପାଇଁ ଅନୁରୋଧ | ଧନ୍ୟବାଦ ... ............................................................................................................... Social Links- Follow me on telegram : vikashinfotech (An Educational Hub) https://t.me/vikashinfolibrary Gmail ID : mbikash9@gmail.com ............................................................................................................... Home work : ଭାଗଫଳ ସ୍ଥିରକର। (କ) 6.4/2=? (ଖ) 12.4/4=? (ଗ) 2.48/4=? (ଘ) 65.4/6=? (ଙ) 14.49/7=? (ଚ) 0.80/5=? (ଛ) 3.76/8=? (ଜ) 10.8/3=? ...............................................................................................................

Category

Show more

Comments - 0